ଜାଡ଼ରୁ ମିଳିବ ଆଶ୍ୱସ୍ତି : ବୃଦ୍ଧି ପାଇବ ରାତିର ତାପମାତ୍ରା

ଭୁବନେଶ୍ୱର : ଜାଡ଼ରୁ ମିଳିବ ଆଶ୍ବସ୍ତି। ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଦୁଇ ଦିନ ମଧ୍ୟରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ ସମୟରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ସକାଳ ୯ଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର … Continue reading ଜାଡ଼ରୁ ମିଳିବ ଆଶ୍ୱସ୍ତି : ବୃଦ୍ଧି ପାଇବ ରାତିର ତାପମାତ୍ରା